Bali Bhuasuni Peeth
Bali Bhuasuni Peeth is a Hindu temple in Cuttack, Odisha.
ବାଲି ଭୁଆସୁଣୀ ପୀଠ ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ମା' ଭୁଆସୁଣୀଙ୍କ ମନ୍ଦିର । ଏହି ମନ୍ଦିର କେତେ ପୁରୁଣା ତାର ସଠିକ ସୂଚନା ନାହି ତେବେ ନୂଆ ମନ୍ଦିରା ୨୫ରୁ ୩୦ ବର୍ଷ ପୁରୁଣା। (source: Wikipedia, CC BY-SA)
Odisha
Source: wikidata.