Ram Temple, Junia

Ram Temple, Junia is a temple of Vishnu in Gopalpur, Odisha.

Deities: Vishnu.

ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ଜୁଣିଆ ନାମକ ସ୍ଥାନରେ ଏକ ରାମ ମନ୍ଦିର ଅବସ୍ଥିତ। ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ ଓ ସୀତା ଦେବୀ ସେଠାରେ ପୂଜା ପାଆନ୍ତି। (source: Wikipedia, CC BY-SA)

Odisha

Source: wikidata.